ଦୁକୁ ଦୁକୁ Duku-duku
- ଦେ. ଅ. (ଧ୍ୱନ୍ୟନୁକରଣ) — ଦକଦକ; ହୃତ୍ପିଣ୍ଡର କମ୍ପନ ବା ସ୍ପନ୍ଦନ; ଧଡ଼ଧଡ଼ — Throbbing (of the heart); palpitation
- ଦେ. ଅ. (ଧ୍ୱନ୍ୟନୁକରଣ) — ଛାତି ଦୁକ୍ ଦୁକ୍ ପଡ଼ୁଛି, ଆକ୍ଷି ଉଜ୍ଜ୍ୱଳ ଦିଶୁଛି, ପ୍ରାଣ ଯାଇ ନାହିଁ। ନୀଳକଣ୍ଠ. ପିଲାଙ୍କ ରାମାୟଣ।
- ବିଣ — ଭୟରେ ଅସ୍ଥିର — Restless through fear
- ବିଣ — ସ୍ପନ୍ଦିତ; କମ୍ପିତ — Throbbing; palpitating