ଦୁକୁ ଦୁକି Dukuduki
- ଦେ. ବି (ଯାହା ଦୁକ୍ ଦୁକ୍ ହୋଇ ଉଠୁଥାଏ ଓ ପଡ଼ୁଥାଏ) — ହୃଦୟ; ହୃତ୍ପିଣ୍ଡ — The heart; the palpitating heart
- ଦେ. ବି (ଯାହା ଦୁକ୍ ଦୁକ୍ ହୋଇ ଉଠୁଥାଏ ଓ ପଡ଼ୁଥାଏ) — ଦକ ଦକ ହେଉଛି ମୋହର ଦୁକୁଦୁକି—କୃଷ୍ଣସିଂହ ମହାଭାରତ ଆଦି।
- ଦେ. ବି (ଯାହା ଦୁକ୍ ଦୁକ୍ ହୋଇ ଉଠୁଥାଏ ଓ ପଡ଼ୁଥାଏ) — ହୃଦୟର ସ୍ପନ୍ଦନ — Palpitation of the heart
- ଦେ. ବି (ଯାହା ଦୁକ୍ ଦୁକ୍ ହୋଇ ଉଠୁଥାଏ ଓ ପଡ଼ୁଥାଏ) — ଗଳାର ପିନ୍ଧାଯିବା ହାରବିଶେଷ — A kind of necklace