ଦୁଇନାଆରେ, ଗୋଡ଼ ଦେବା Duinā-āre goṟḍ̠a debā

  • ଦେ. କ୍ରି — ଦୁଇ ନାବରେ ଏକ ସମୟରେ ଗୋଡ଼ ପକାଇବା — To set foot on two boats at a time
  • ଦେ. କ୍ରି — (ଲକ୍ଷଣାର୍ଥ) ଏକାବେଳେକେ ଦୁଇଟି ଅବଲମ୍ବନ ଗ୍ରହଣ କରିବା — To take up two means or props at a time