ଦୁଇଦିନିଆ Duidiniā

  • ଦେ. ବିଣ. (ସଂ. ଦ୍ୱି+ଦିନ) — ଅଳ୍ପଦିନସ୍ଥାୟୀ; ଅଚିରସ୍ଥାୟୀ — Lasting for a short time
  • ଦେ. ବିଣ. (ସଂ. ଦ୍ୱି+ଦିନ) — ବୃଥା ଲୋଡ଼ି ହେଉଅଛ ଆତ୍ମଘାତୀ, ଦୁନିଆର ଦୁଇଦିନିଆ ସୁଖ୍ୟାତି । ରାଧାନାଥ. ଦରବାର ।