ଦୁଇଗୁଣ Duiguṇa
- ଦେ. ବି ଓ ବିଣ ଓ ବିଣର ବିଣ. (ସଂ. ଦ୍ୱିଗୁଣ) — ପୂର୍ବାପେକ୍ଷା ଅତ୍ୟନ୍ତ ବେଶୀ — Much more than before
- ଦେ. ବି ଓ ବିଣ ଓ ବିଣର ବିଣ. (ସଂ. ଦ୍ୱିଗୁଣ) — ଲକ୍ଷ୍ମଣ ରାମଚନ୍ଦ୍ରଙ୍କୁ କରନ୍ତି ପ୍ରବୋଧ, ବୋଲେ ବିଶି ଶୁଣି ରାମ ଦୁଇଗୁଣ କ୍ରୋଧ । ବିଶ୍ୱନାଥ. ବିଚିତ୍ରରାମାୟଣ ।
- ଦେ. ବି ଓ ବିଣ ଓ ବିଣର ବିଣ. (ସଂ. ଦ୍ୱିଗୁଣ) — ଦୋହରି; ଡବଲ; ଦୋହରା — Double; twice