ଦୁଆର ବନ୍ଧ Duāra bandha

  • ଦେ. ବି. (ସଂ. ଦ୍ୱାରବନ୍ଧ) — ଦେହଳୀ; କବାଟର ଚଉକାଠ — The frame of the door; door-frame
  • ଦେ. ବି. (ସଂ. ଦ୍ୱାରବନ୍ଧ) — ଏରୁଣ୍ଡି ବନ୍ଧ — Threshold