ଦୁଆର ଫିଟେଇବା Duāra phiṭeibā

  • ଦେ. କ୍ରି — ବନ୍ଦ ହୋଇଥିବା କବାଟକୁ ମୁକ୍ତ କରିବା — To open the door
  • ଦେ. କ୍ରି — ଚାରି ଆଡ଼େ ବନ୍ଦଥିବା କୌଣସି ସ୍ଥାନକୁ ପ୍ରବେଶାର୍ଥ ଗୋଟିଏ ବାଟ ମେଲା କରିବା — To open an entrance to a closed place