ଦୁଆର ପଡ଼ିବା Duāra paṟḍ̠ibā

  • ଦେ. ବି — ଦ୍ୱାର ବନ୍ଦ ହେବା — The shutting of a door
  • ଦେ. ବି — (କୌଣସି ସମାଜଚ୍ୟୁତ ବା ବିପନ୍ନ ବ୍ଯକ୍ତିର) ଘରକୁ ସମାଜର ଅନ୍ଯ କାହାରି ନ ଆସିବା ଅବସ୍ଥା — The state of people desisting from visiting the house of an excommunicated person or one involved in trouble
  • ଦେ. ବି — (କୌଣସି ବ୍ଯକ୍ତିର) ଗୃହ ବିସୂଚିକା ଓ ମହାମାରୀ ଆଦି ଯୋଗୁଁ ଜନଶୂନ୍ଯ ହେବା — The state of a person's house being depopulated by some scourge or divine visitation