ଦୁଆର ନ ମାଡ଼ିବା Duāra na māṟḍ̠ibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଦ୍ୱାର ନିକଟକୁ ଆଦୌ ନ ଆସିବା; ପାଖରେ ନ ପଶିବା — Not to come near; never to approach one's door; never to set foot on one's door