ଦୁଆର ଜଗାଇବା Duāra jagāibā

  • ଦେ. କ୍ରି — ଘରଭିତରେ ପ୍ରବେଶ କରିବା ପରେ ଦ୍ୱାର ରକ୍ଷା କରିବା ପାଇଁ ଅନ୍ଯ ବ୍ଯକ୍ତିକୁ ଦ୍ୱାରଦେଶରେ ନିଯୁକ୍ତ କରିବା ବା ରଖାଇବା — To set a person to guard the door; to leave a person in charge of the door (said of a person entering a house)
  • ଦେ. କ୍ରି — ତୁମ୍ଭେ ତ ଭିତରକୁ ଗଲ। ଆମ୍ଭଙ୍କୁ ଦୁଆର ଜଗାଇଲ—ଢଗ।