ଦୁଆର ଗଡ଼ା Duāra gaṟḍ̠ā

  • ପ୍ରାଦେ. (ଯାଜପୁର) ବି — ବ୍ରତ ବିବାହରେ ସଦର ଦୁଆର ମୁହଁରେ ଓ କାନ୍ଥରେ ଦିଆଯିବା ଝୋଟି ବା ଚିତା — The painting on walls done on festive occasions; such as sacred thread or marriage ceremony