ଦୁଆପିକା Duāpikā
- ପ୍ରାଦେ. (ଗଞ୍ଜାମ) ବି — ଏକପ୍ରକାର କଉଡ଼ିଖେଳ — A kind of indoor game with small shells
- ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏହି ଖେଳରେ ହାତ ମୁଠାରେ ଆପୁଚି (କଉଡ଼ି) ଲୁଚାଇ ଖେଳନ୍ତି । ଏ ଖେଳର ଦାନ 4 ପ୍ରକାର, ଯଥା—ପିକା= 1, 5, 9, 13 । ଦୁଆ= 2, 6, 10, 14 । ସତା= 3, 7, 11, 15 । ପୁଡ଼ା= 4, 8, 12, 16 । ସାତପୁଡ଼ା ଖେଳ ମଧ୍ୟ ଏହିପରି ।] — [ଦ୍ର—ଏହି ଖେଳରେ ହାତ ମୁଠାରେ ଆପୁଚି (କଉଡ଼ି) ଲୁଚାଇ ଖେଳନ୍ତି ଏ ଖେଳର ଦାନ4ପ୍ରକାର, ଯଥା—ପିକା=1, 5, 9, 13 ଦୁଆ=2, 6, 10, 14 ସତା=3, 7, 11, 15 ପୁଡ଼ା=4, 8, 12, 16 ସାତପୁଡ଼ା ଖେଳ ମଧ୍ୟ ଏହିପରି ]