ଦୁଆଦଶୀ Duādaṡī

  • ଗ୍ରା. ବି. (ସଂ. ଦ୍ୱାଦଶୀ) — ଦ୍ୱାଦଶୀ ତିଥି — The 12th day of the lunar fortnight
  • ଗ୍ରା. ବି. (ସଂ. ଦ୍ୱାଦଶୀ) — ମାର୍ଗଶିର ମାସର ଦୁଆଦଶୀ ଦିନ, ଉପବାସ କରି ଯେ କେଶବ ପୂଜନ । କୃଷ୍ଣସିଂହ. ମହାଭାରତ ।