ଦୁଆତ ପୂଜା Duāta pūjā

  • ଦେ. ବି — ବିହାର ଅଞ୍ଚଳରେ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ଦିନ ଅନୁଷ୍ଠିତ ପର୍ବବିଶେଷ — Name of a festival observed on the second day of the bright fortnight in the month of Kārttika in Bihar