ଦୁଆ ପଢୁଆଁ Duā paṟḍ̠ẖuāñ
- ଦେ. ବି. (ସଂ. ଦ୍ୱିତୀୟ ଓ ପ୍ରଥମ) — ଜ୍ଯେଷ୍ଠ ସନ୍ତାନର ପରବର୍ତ୍ତୀ ଦ୍ୱିତୀୟ ସନ୍ତାନ — The second child of the parents
- ଦେ. ବି. (ସଂ. ଦ୍ୱିତୀୟ ଓ ପ୍ରଥମ) — ମୃତ ଜ୍ଯେଷ୍ଠ ସନ୍ତାନର ତଳିଆ ଦ୍ୱିତୀୟ ସନ୍ତାନ — The second child of the parents whose first child expired before the performance of Paṟḍ̠ẖuāñ ceremony
- ଦେ. ବି. (ସଂ. ଦ୍ୱିତୀୟ ଓ ପ୍ରଥମ) — [ଦ୍ର—ପ୍ରଥମ ସନ୍ତାନର ପ୍ରଥମାଷ୍ଟମୀ (ପଢୁଆଁ) ଉତ୍ସବ କରାଯିବା ପୂର୍ବରୁ ଯଦି ତାହାର ମୃତ୍ୟୁ ଘଟିଥାଏ ତେବେ ଗୌଣ ପକ୍ଷରେ ଦ୍ୱିତୀୟ ସନ୍ତାନର ପଢୁଆଁ ଉତ୍ସବ କରାଯାଏ ଏବଂ ଏ ସନ୍ତାନକୁ ଦୁଆଁ ପଢୁଆଁ କହନ୍ତି । ପ୍ରଥମ ସନ୍ତାନର ପଢୁଆଁ ଉତ୍ସବ କରାଯିବା ପରେ ସେ ମୃତ ହେଲେ ଦ୍ୱିତୀୟ ସନ୍ତାନର ପଢୁଆଁ ଉତ୍ସବ କରାଯାଏ ନାହିଁ କିମ୍ବା ତାକୁ ଦୁଆ ପଢୁଆଁ କୁହାଯାଏ ନାହିଁ ।]