ଦୁଃସ୍ପର୍ଶ Duḥsparṡa

  • ସଂ. ବିଣ. ପୁଂ. (ଦୁର୍+ସ୍ପୃଶ୍ ଧାତୁ+କର୍ମ ଅ) — ଯାହା ଛୁଇଁଲେ କଷ୍ଟ ହୁଏ; ଦୁଃଖରେ ସ୍ପର୍ଶନୀୟ — Which is painful to touch
  • ସଂ. ବି — କପିକଚ୍ଛ; ବାଇଢଙ୍କ — Cowhage
  • ସଂ. ବି — ଲତାକରଞ୍ଜ (ଦେଖ) — Latākaran̄ja (See)
  • ସଂ. ବି — କଣ୍ଟକାରୀ (ଦେଖ) — Kaṇṭakārī (See)