ଦୁଃସାହସ Duḥsāhasa

  • ସଂ. ବି. (କର୍ମଧା; ଦୁର୍+ସାହସ) — ଅତ୍ୟଧିକ ସାହସ; ଅଖଡ଼ୁଆ ପଣ; ଅନୁଚିତ ସାହସ — Foolhardiness; rashness; audacity
  • ବିଣ. (ବହୁବ୍ରୀହି) — ଦୁଃସାହସିକ (ଦେଖ) — Duḥsāhasika (See)