ଦୁଃସାଧ୍ୟ Duḥsādhya

  • ସଂ. ବିଣ. (ଦୁର୍+ସାଧ୍ୟ) — ଯାହା କଷ୍ଟରେ ସାଧନ କରାଯାଇ ପାରେ; କଷ୍ଟସାଧ୍ୟ — Arduous; difficult to accomplish; difficult of accomplishment
  • ସଂ. ବିଣ. (ଦୁର୍+ସାଧ୍ୟ) — ଯେଉଁ ରୋଗ ସହଜରେ ଭଲ ହୁଏ ନାହିଁ — Hard to cure; allmost incurable
  • ସଂ. ବିଣ. (ଦୁର୍+ସାଧ୍ୟ) — ଅସାଧ୍ୟ; ଯାହା ସଂପନ୍ନ କରାଯାଇ ପାରେ ନାହିଁ — Impracticable
  • ସଂ. ବିଣ. (ଦୁର୍+ସାଧ୍ୟ) — ଯାହାର ପ୍ରତୀକାର କରାଯାଇ ପାରେ ନାହିଁ; ଅପ୍ରତିକାର୍ଯ୍ୟ; ଅପ୍ରତିବିଧେୟ — Irreparable; irremediable