ଦୁଃସଙ୍କଳ୍ପ Duḥsaṅkaḻpa

  • ସଂ. ବି. (କର୍ମଧା; ଦୁର୍+ସଙ୍କଳ୍ପ) — ମନ୍ଦ ସଙ୍କଳ୍ପ — Evil resolve
  • ସଂ. ବିଣ. ପୁଂ. (ବହୁବ୍ରୀହି) — ମନ୍ଦସଙ୍କଳ୍ପକାରୀ — Making evil resolve