ଦୁଃଶ୍ରବ Duḥṡraba
- ସଂ. ବିଣ (ଦୁର+ଶ୍ରୁ ଧାତୁ+କର୍ମ. ଅ) — ଯାହା ଶୁଣିଲେ ମନରେ କଷ୍ଟ ହୁଏ — Which it is sorrowful to hear
- ସଂ. ବିଣ (ଦୁର+ଶ୍ରୁ ଧାତୁ+କର୍ମ. ଅ) — ଯାହା କଷ୍ଟରେ ଶୁଣା ଯାଇପାରେ — Inaudible; not clearly audible; difficult to hear
- ସଂ. ବିଣ (ଦୁର+ଶ୍ରୁ ଧାତୁ+କର୍ମ. ଅ) — ଅଶ୍ରାବ୍ୟ — Unfit to be heard
- ସଂ. ବିଣ (ଦୁର+ଶ୍ରୁ ଧାତୁ+କର୍ମ. ଅ) — ଶ୍ରୁତିକଟୁ — Harsh-sounding; cacophonous; harsh to hear
- ସଂ. ବି — କାବ୍ୟର ଦୋଷବିଶେଷ; ଶ୍ରୁତିକଟୁଦୋଷ; କାବ୍ୟରେ କର୍କଶବର୍ଣ୍ଣ ବିଶିଷ୍ଟ ଶବ୍ଦମାନଙ୍କ ପ୍ରୟୋଗ ବଶତଃ ଯେଉଁ ଦୋଷ ଲକ୍ଷିତ ହୁଏ (ହି. ଶବ୍ଦସାଗର) — Cacophony; a defect in composition consisting of employing words containing harsh sounds and lettrs