ଦୁଃଶକୂନ Duḥṡakūna

  • ସଂ. ବି (କର୍ମଧା; ଦୂର୍+ଶକୂନ) — ଅଶୁଭ ଲକ୍ଷଣ; ମନ୍ଦ ପୂର୍ବଲକ୍ଷଣ — Evil omen; portent; portentous pre-indication
  • ସଂ. ବିଣ (ବହୁବ୍ରୀହି) ଅଶୁଭ ଲକ୍ଷଣବିଶିଷ୍ଟ — Portentous; ominous