ଦୁଃଖଭାଗୀ Duḥkhabhāgī

  • ସଂ. ବିଣ. ପୁଂ (ଦୁଃଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍) — ଦୁଃଖରେ ସାଥୀ — Partner in misery
  • ସଂ. ବିଣ. ପୁଂ (ଦୁଃଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍) — ଦୁଃଖୀ — Unhappy
  • ସଂ. ବିଣ. ପୁଂ (ଦୁଃଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍) — ଦୁଃଖ ଭୋଗକାରୀ — Suffering misery
  • ସଂ. ବିଣ. ପୁଂ (ଦୁଃଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍) — ଧ୍ରୂବ ଅଙ୍ଗୁଷ୍ଠ ଅଗ୍ର ଲାଗି ମହୀ ହୋଇଲା ଦୁଃଖଭାଗୀ—ଜଗନ୍ନାଥ, ଭାଗବତ।