ଦୁଃଖ ସୁଖ Duḥkha sukha

  • ସଂ. ବି (ବିପରୀତାର୍ଥକ ସହଚର; ଦ୍ୱନ୍ଦ୍ୱ, ଦୁଃଖ ଓ ସୁଖ) — କଷ୍ଟ ଓ ଆନନ୍ଦ — Pleasure and pain; misery and happiness; weal and woe
  • ସଂ. ବି (ବିପରୀତାର୍ଥକ ସହଚର; ଦ୍ୱନ୍ଦ୍ୱ, ଦୁଃଖ ଓ ସୁଖ) — ସାଂସାରିକ ଅନୁଭବ — One's worldly experience