ଦୁଃଖ ଲବ୍ଧ Duḥkha labdha

  • ସଂ. ବିଣ. ( 3 ୟା ତତ୍; ଦୁଃଖ+ଲବ୍ଧ) — ଯାହା ଅତି କଷ୍ଟରେ ମିଳିଛି — Got after a great difficulty