ଦୁଃଖ ଭାଜନ Duḥkha bhājana

  • ଦେ. ବିଣ — ଦୁଃଖ ସହିବାକୁ ଅଭିପ୍ରେତ — Destined to undergo troubles and miseries
  • ଦେ. ବିଣ — ଶ୍ରମେ ଏକ ଦିନ ଦୀନ ନିଦେ ଅଚେତନ ବନଜାକ୍ଷୀ କି ଦୁଃଖଭାଜନ ଜନ। ଉପେନ୍ଦ୍ରଭଞ୍ଜ—ପ୍ରେମସୁଧାନିଧି।