ଦୁଃଖ ବହୁଳ Duḥkha bahuḻa

  • ସଂ. ବିଣ. (ବହୁବ୍ରୀହି; ଦୁଃଖ+ବହୁଳ) — ଦୁଃଖମୟ — Full of misery
  • ସଂ. ବିଣ. (ବହୁବ୍ରୀହି; ଦୁଃଖ+ବହୁଳ) — ଯହିଁରେ ଦୁଃଖର ଭାଗ ବେଶି — Abounding in misery