ଦୁଃଖ ପଡ଼ିବା Duḥkha paṟḍ̠ibā
- ଦେ. କ୍ରି — ଦୁଃଖ ସହିବା; କଷ୍ଟ ସହିବା; କଷ୍ଟ ପଡ଼ିବା — To undergo pain, troubles and hardships
- ଦେ. କ୍ରି — ବିବରେ ବିବରେ ଶୃଙ୍ଗେ ଶୃଙ୍ଗେ ରଙ୍ଗ ଖୋଜିଗଲେ ଦୁଃଖ ପଡ଼ି। ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ।
- ଦେ. ବି — ଦୁଃଖର ସମୟ ଉପସ୍ଥିତ ହେବା — Being in evil days