ଦୁ (ଧାତୁ) Du (root)

  • ସଂ. — ଉଷ୍ଣ କରିବା — To heat
  • ସଂ. — ପୋଡ଼ି ଦେବା — To burn; to consume with fire
  • ସଂ. — ପୀଡ଼ା ଦେବା — To torment; to afflict
  • ସଂ. — ଦୁଃଖ ଦେବା — To pain
  • ସଂ. — କଷ୍ଟ ବା ଦୁଃଖ ପାଇବା — To be afflicted with pain
  • ସଂ. — ଗତି କରିବା — To go; to move