ଦୀର୍ଣ୍ଣ Dīrṇṇa
- ସଂ. ବିଣ. (ଦ୍ୱ ଧାତୁ=ବିଦାରଣ କରିବା+କର୍ମ. ତ) — ବିଦାରିତ — Pierced through; split; torn
- ସଂ. ବିଣ. (ଦ୍ୱ ଧାତୁ=ବିଦାରଣ କରିବା+କର୍ମ. ତ) — ଭଗ୍ନ — Broken
- ସଂ. ବିଣ. (ଦ୍ୱ ଧାତୁ=ବିଦାରଣ କରିବା+କର୍ମ. ତ) — (ଦୃ ଧାତୁ=ଭୟ ପାଇବା+କର୍ତ୍ତୃ. ତ)— ଭୀତ — Frightened; afraid
- ସଂ. ବି (ଦୃ ଧାତୁ+ଭାବ. ତ) ବିଦାରଣ — Act of splitting, tearing or rending