ଦୀର୍ଘୟୁଃ Dirghāyuḥ

  • ସଂ. ବିଣ. (ଦୀର୍ଘ+ଆୟୁଃ ଯାହାର; ବହୁବ୍ରୀହି) — ଚିରଜୀବୀ — Long-lived
  • ବି — ଶିମିଳୀ ଗଛ — The silk- cotton tree; Bombax Heptophylla
  • ବି — କୁଆ — The crow
  • ବି — ମାର୍କଣ୍ଡେୟ ମୁନି — The sage Mārkaṇḍeya
  • ବି — (କର୍ମଧା) ବହୁକାଳବ୍ୟାପୀ ପରମାୟୁ — Long life; longevity