ଦୀର୍ଘୀଭୂତ Dirghibhūta

  • ସଂ. ବିଣ. (ଦୀର୍ଘ+ଅଦ୍ଭୁତଭାବେ ଚ୍ୱି+ଭୂତ) — ଯାହା ପୂର୍ବେ ଦୀର୍ଘ ନ ଥିଲା ବର୍ତ୍ତମାନ ଦୀର୍ଘ ହୋଇଅଛି — Become long; elongated