ଦୀର୍ଘିକା Dīrghikā
- ସଂ. ବି. ସ୍ତ୍ରୀ (ଦୀର୍ଘ+କ+ସ୍ତ୍ରୀ. ଆ) — ବଡ଼ ପୋଖରୀ; ଦୀଘୀ; 1200 ହାତ ଓ ତଦୂର୍ଦ୍ଧ୍ୱ ପରିମିତ ଜଳାଶୟ — ବଡ଼ ପୋଖରୀ; ଦୀଘୀ;200ହାତ ଓ ତଦୂର୍ଦ୍ଧ୍ୱ ପରିମିତ ଜଳାଶୟ—. A large tank
- ସଂ. ବି. ସ୍ତ୍ରୀ (ଦୀର୍ଘ+କ+ସ୍ତ୍ରୀ. ଆ) — ଲମ୍ବା ପୋଖରୀ; ଯେଉଁ ପୋଖରୀର ଦୈର୍ଘ୍ୟ ପ୍ରସ୍ଥ ଅପେକ୍ଷା ବେଶି — An oblong tank
- ଦେ. ବି — ପ୍ରାଚୀନ ଅର୍ଣ୍ଣବପୋତବିଶେଷ — An ancient sea-going vessel
- ଦେ. ବି — [ଦ୍ର—ଭୋଜ ରାଜାଙ୍କ ପ୍ରଣୀତ 'ଯୁକ୍ତିକଳ୍ପତରୁ' ଗ୍ରନ୍ଥ ଦ୍ରଷ୍ଟବ୍ୟ— ଜଗବନ୍ଧୁ ପ୍ରାଚୀନ ଉତ୍କଳ ।]