ଦୀର୍ଘାସ୍ୟ Dīrghāsya

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୀର୍ଘ+ ଆସ୍ୟ) — ଯାହାର ମୁହଁ ଲମ୍ବ — Long-faced
  • ସଂ. ବି. (ବହୁବ୍ରୀହି) — ହାତୀ — Elephant
  • ସଂ. ବି. (ବହୁବ୍ରୀହି) — (କର୍ମଧା) ଲମ୍ବଡ଼ା ମୁହଁ — A long face