ଦୀର୍ଘାଧ୍ୱଗ Dīrghādhwaga

  • ସଂ. ବି. ପୁଂ. (ଦୀର୍ଘ+ଅଧ୍ୱନ୍+ଗମ୍ ଧାତୁ+କର୍ତ୍ତୃ. ଅ) — ଯେ ଦୀର୍ଘ ପଥ ଚାଲେ ବା ଦୀର୍ଘକାଳ ବାଟ ଚାଲେ — Travelling long distances or for long periods
  • ସଂ. ବି — ଉଷ୍ଟ୍ର — Camel
  • ସଂ. ବି — ଦୂତ — A messenger; an express (Apte)