ଦୀର୍ଘାକାର Dīrghākāra

  • ସଂ. ବିଣ. (ଦୀର୍ଘ+ଆକାର; ବହୁବ୍ରୀହି) — ଡେଙ୍ଗା; ଦୀର୍ଘ ଆକୃତିବିଶିଷ୍ଟ — Of high stature; tall
  • ସଂ. ବିଣ. (ଦୀର୍ଘ+ଆକାର; ବହୁବ୍ରୀହି) — ଲମ୍ବଡ଼ା — Oblong