ଦୀର୍ଘସତ୍ର Dīrgha satra
- ସଂ. ବି. — ମହାଭାରତୋକ୍ତ ତୀର୍ଥବିଶେଷ — A place of pilgrimage
- ସଂ. ବି. — ଦୀର୍ଘସତ୍ରେ ବ୍ରହ୍ମାଦି ଦେବ କଲେ ଯାଗ, ତହିଁ ଗଲେ ଲୋକ ହୁଅଇ ମହାଭାଗ। କୃଷ୍ଣସିଂହ. ମହାଭାରତ।
- ସଂ. ବି. — (କର୍ମଧା) ଯାବଜ୍ଜୀବନ କର୍ତ୍ତବ୍ୟ ଅଗ୍ନିହୋତ୍ର କର୍ମ — A vedic sacrifice performable throughout life
- ସଂ. ବି. — (କର୍ମଧା)—ବହୁକାଳବ୍ୟାପୀ ସୋମ ଯଜ୍ଞ — The Soma sacrifice of long duration
- ସଂ. ବିଣ. — (ବହୁବ୍ରୀହି)—ଯେ ଦୀର୍ଘକାଳବ୍ୟାପୀ ଯଜ୍ଞ କରେ — Engaged in the performance of a sacrifice of long duration