ଦୀର୍ଘଶୟନ Dīrghaṡayana

  • ସଂ. ବି. (ଦୀର୍ଘ+ଶୟନ; କର୍ମଧାରୟ) — ମହାନିଦ୍ରା; ମୃତ୍ୟୁ — Death
  • ସଂ. ବି. (ଦୀର୍ଘ+ଶୟନ; କର୍ମଧାରୟ) — କଂସ ପାଇଲା ଦୀର୍ଘଶୟନ, କିପାଁ ନଇଲେ ପଦ୍ମଲୋଚନ। ଦୀନକୃଷ୍ଣ. ରସକଲ୍ଲୋଳ।