ଦୀର୍ଘରତ Dīrgha rata

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ଦୀର୍ଘ+ରତ; ଯାହାର ରମଣ ଦୀର୍ଘକାଳ— ବ୍ୟାପୀ ଅଟେ) — ଦୀର୍ଘକାଳ ରମଣକାରୀ — Copulating for a length of time
  • ସଂ. ବି. — କୁକୁର — The dog