ଦୀର୍ଘମୁଖୀ Dīrgha mukhī

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଦୀର୍ଘ+ମୁଖ+ଈ) — ଲମ୍ବମୁହୀଁ — Long-faced (woman)
  • ସଂ. ବି. — ଚୁଚୁନ୍ଦ୍ରା — The musk rat (Apte)