ଦୀର୍ଘପତ୍ରା Dīrghapatrā
- ସଂ. ବିଣ. ସ୍ତ୍ରୀ (ଦୀର୍ଘପତ୍ର+ସ୍ତ୍ରୀ. ଆ) — ଦୀର୍ଘପତ୍ରର ସ୍ତ୍ରୀଲିଙ୍ଗ — Feminine of Dīrghapatra
- ସଂ. ବି — କେତକୀ (ହି. ଶବ୍ଦସାଗର) — The yellow flowered variety of screw- pine; Pandanus odoratissimus
- ସଂ. ବି — ବଣ ଜାମୁ (ହି. ଶବ୍ଦସାଗର) — The wild variety of Blackberry tree
- ସଂ. ବି — ଚିତ୍ରପର୍ଣ୍ଣୀ (ହି. ଶବ୍ଦସାଗର) — A kind of plant
- ସଂ. ବି — ଶାଳପର୍ଣ୍ଣୀ (ଦେଖ) (ହି. ଶବ୍ଦସାଗର) — Ṡāḻaparṇṇī (See)