ଦୀର୍ଘପକ୍ଷ Dīrgha paksha

  • ସଂ. ବିଣ (ବହୁବ୍ରୀହି; ଦୀର୍ଘ ଅଟେ ପକ୍ଷ ଯାହାର) — ଦୀର୍ଘପକ୍ଷବିଶିଷ୍ଟ; ଯାହାର ପକ୍ଷ ଲମ୍ବ — Long-tailed
  • ସଂ. ବି — (ବହୁବ୍ରୀହି)—କଳିଙ୍ଗ ପକ୍ଷୀ (ହି. ଶବ୍ଦସାଗର)— ମୁନିଆଁ ଚଢେଇ — The forktailed-Shrike Uroloncha Malabarica (Apte; M.W.)
  • ସଂ. ବି — ଲମ୍ବ ଡେଣା — Long wing