ଦୀର୍ଘନିଦ୍ରା Dīrgha nidrā

  • ସଂ. ବି (ଦୀର୍ଘ+ନିଦ୍ରା; କର୍ମଧା) ବହୁକାଳବ୍ୟାପୀ ନିଦ୍ରା — Long sleep
  • ସଂ. ବି (ଦୀର୍ଘ+ନିଦ୍ରା; କର୍ମଧା) ମହାନିଦ୍ରା; ମୃତ୍ୟୁ — Death; 'the sleep that knows no waking.'