ଦୀର୍ଘନାଦ Dīrghanāda

  • ସଂ. ବିଣ (ବହୁବ୍ରୀହି) — ଯହିଁରୁ ଉଚ୍ଚ ଶବ୍ଦ ବାହାରେ — Loud sounding
  • ସଂ. ବି — ଶଙ୍ଖ (ହି. ଶବ୍ଦସାଗର) — Conch
  • ସଂ. ବି — କୁକ୍କୁର — Dog (Apte)
  • ସଂ. ବି — କୁକୁଡା — Cock (Apte)