ଦୀର୍ଘତପାଃ Dīrgha tapāḥ

  • ସଂ. ବିଣ. (ବହୁବ୍ରୀହି; ଦୀର୍ଘ—ତପସ୍; 1 ମା. 1 ବ.) — ଦୀର୍ଘକାଳ ତପଃସାଧନକାରୀ — Practising austerities for a long time
  • ସଂ. ବି. — ଗୋତମ ଋଷି (ପ୍ରକୃତିବାଦ) — A name of sage Gotama
  • ସଂ. ବି. — ହରିବଂଶୋକ୍ତ ଆୟୁ ବଂଶୀୟ ଏକ ରାଜା—(ଏ ବହୁକାଳ ତପସ୍ୟା କରିଥିଲେ) — , Name of a king of ancient India