ଦୀର୍ଘକଣ୍ଠ Dīrghakaṇṭha

  • ସଂ. ବିଣ. ପୁଂ (ଦୀର୍ଘ+କଣ୍ଠ; ବହୁବ୍ରୀହି) ଲମ୍ବ ବେକ ଥିବା (ଜନ୍ତୁ) — Long-necked (animal); Having a long neck
  • ବି — ବକ ପକ୍ଷୀ — Indian crane; Ardea Nivea (bird)