ଦୀର୍ଘ ସ୍ୱର Dīrgha swara

  • ସଂ. ବି (କର୍ମଧା; ଦୀର୍ଘ+ସ୍ୱର) — (ବ୍ୟାକରଣ)—ଦ୍ୱିମାତ୍ରିକ ସ୍ୱରବର୍ଣ୍ଣ — (grammar) Long vowel
  • ସଂ. ବି (କର୍ମଧା; ଦୀର୍ଘ+ସ୍ୱର) — ବହୁକାଳସ୍ଥାୟୀ ଶବ୍ଦ — Long tone; a sound which lasts long