ଦୀର୍ଘ ଲୋଚନ Dīrgha lochana

  • ସଂ. ବିଣ. ପୁଂ (ବହୁବ୍ରୀହି; ଦୀର୍ଘ+ଲୋଚନ) — ଯାହାର ଚକ୍ଷୁ ଦୀର୍ଘ — Having long eyes
  • ସଂ. ବି. — ଶିବଙ୍କ ଅନୁଚରବିଶେଷ — Name of an attendant of Ṡiba
  • ସଂ. ବି. — ଧୃତରାଷ୍ଟ୍ରଙ୍କ ଏକ ପୁତ୍ରର ନାମ — Name of a son of Dhṛutarāshṭra