ଦୀର୍ଘ ରଦ Dīrgha rada

  • ସଂ. ବିଣ. ପୁଂ (ଦୀର୍ଘ+ରଦ=ଦାନ୍ତ; ବହୁବ୍ରୀହି) — ବଡ଼ ଦାନ୍ତବିଶିଷ୍ଟ; ଦାନ୍ତୁରା — Having protuberant teeth; having long teeth or tusks
  • ବି. — ବାର୍ହା; ଶୂକର — A hog; a boar