ଦୀର୍ଘ ପଟୋଳିକା Dīrgha paṭoḻikā

  • ସଂ. ବି. — ପଟୋଳ ଜାତୀୟ ଲମ୍ବ ଫଳବିଶେଷ; ମଧୁର ତରଡା; କୁନ୍ଦୂର; ଧୁନ୍ଦୁଲ; ଏକ ପ୍ରକାର ଲତା ଫଳ; ଦୁଡୂକା — A kind of edible fruit like Paṭoḻa (longer and more slender); Luffa Aegytica