ଦୀର୍ଘ କେଶ Dīrgha Keṡa

  • ସଂ. ବିଣ. ପୁଂ (ଦୀର୍ଘ+କେଶ ଯାହାର; ବହୁବ୍ରୀହି) — ଯାହାର ବାଳ ଲମ୍ବ — Having long hairs; long haired
  • ବି ଭାଲୁ — Bear